Learn Accounts, Business & Maths from basic level with simple explanation
10th ପରେ ନୂଆ ଆସୁଥିବା ଛାତ୍ରମାନେ ମଧ୍ୟ ସହଜରେ ବୁଝିପାରିବେ, ସେହିଭଳି step by step ପଢ଼ାଯାଏ
Basic ଠାରୁ advance ପର୍ଯ୍ୟନ୍ତ ଧାରଣା ସ୍ପଷ୍ଟ କରାଯାଏ ଓ ସମସ୍ତ doubt clear କରାଯାଏ
Regular test ଦ୍ୱାରା ଛାତ୍ରମାନଙ୍କର ପ୍ରସ୍ତୁତି ଭଲ ହୁଏ ଓ handwritten notes ମଧ୍ୟ ଦିଆଯାଏ